Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

Jitendra Dash
Browse all articles by Jitendra Dash
·2 years ago
ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

ଅର୍ଗସ ବ୍ୟୁରୋ : ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ । ଝାରସୁଗଡ଼ା ବନହରପାଲି ଇବ୍-ଥର୍ମାଲ ସ୍ଥିତ ଓପିଜିସି ବିଦ୍ୟୁତ କାରଖାନାର ପାଉଁଶ ପୋଖରୀ ଭୁଶୁଡ଼ିଲା । ଆଜି ସକାଳୁ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ମିଶ୍ରିତ ସ୍ଲରି ନିକଟସ୍ଥ ଗାଁ ମାଡ଼ିବାରେ ଲାଗିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଏକର ଏକର ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବା ବେଳେ ଏବେ ଗାଁମୁହା ହେଲାଣି ପାଉଁଶ ସ୍ଲରି । ଭୟଭୀତ ଗ୍ରାମବାସୀ ଜିନିଷ ପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି ସ୍ଥାନୀୟ ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Collapsed OPGC ash pond | Argus News