Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୁବନେଶ୍ବରରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ଜବତ

Odisha

ଭୁବନେଶ୍ବରରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ଜବତ

Jitendra Dash
Browse all articles by Jitendra Dash
·2 years ago
ଭୁବନେଶ୍ବରରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ଜବତ

ଅର୍ଗସ ବ୍ୟୁରୋ : ପଣ୍ଡ ହେଲା ଡକାୟତ ଯୋଜନା । ୫ ଡକାୟତ ଗିରଫ  । ଏହି ଡକାୟତ ମାନଙ୍କୁ ଗିରଫ କରଛି ମଞ୍ଚେଶ୍ୱର ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ କରୁଥିଲେ ଟାର୍ଗେଟ । ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଚି ଅପରାଧିକ ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋନ୍ ୫ ଏସିପି ଗୌତମ କିଷାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
commissionerate police arrested robbers gang in bhubaneswar | Argus News