Videos
|
Odisha

ଆଉ ୪ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Jitendra Dash
Browse all articles by Jitendra Dash
·2 years ago
ଆଉ ୪ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଅର୍ଗସ ବ୍ୟୁରୋ : କଂଗ୍ରେସ ବିଧାନସଭା ପ୍ରାର୍ଥୀ ଘୋଷଣା । ଆଉ ୪ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ସତ୍ୟବାଦୀରୁ- ମନୋଜ ରଥ, ଭୁବନେଶ୍ବରରୁ ମଧ୍ୟ-ପ୍ରକାଶ ଚନ୍ଦ୍ର ଜେନା ଓ ଉତ୍ତର ଭୁବନେଶ୍ବରରୁ- ଅଶୋକ କୁମାର ଦାସ ନାମ ଘୋଷଣା କରିଛି କଂଗ୍ରେସ  ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର କୁମାର ସାହୁ
ସତ୍ୟବାଦୀରୁ ନିର୍ବାଚନ ଲଢିବେ ମନୋଜ ରଥ
ଭୁବନେଶ୍ୱର ମଧ୍ୟରୁ ନିର୍ବାଚନ ଲଢିବେ ପ୍ରକାଶ ଚନ୍ଦ୍ର ଜେନା
ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ହେଲେ ଅଶୋକ କୁମାର ଦାସ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Congress announced 4 more assembly candidates | Argus News