ଦୁର୍ନୀତି ବିରୋଧରେ କଂଗ୍ରେସର ହଲ୍ଲାବୋଲ୍ : ପୋଲିସ ସହ ଧସ୍ତାଧସ୍ତି
·2 years ago

ଅର୍ଗସ ବ୍ୟୁରୋ : ଦୁର୍ନୀତି ବିରୋଧରେ କଂଗ୍ରେସର ହଲ୍ଲାବୋଲ୍ । ଲୋୟର ପିଏମଜିରେ ଶହ ଶହ କଂଗ୍ରେସ କର୍ମୀଙ୍କ ଗର୍ଜନ । ଲୋକସେବା ଭବନ ଘେରାଉ ପାଇଁ ରାଲି । ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ । ଫଳରେ ପୋଲିସ୍-କଂଗ୍ରେସ କର୍ମୀ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖଣି, ପାଣି, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ତଥା ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ରଣହୁଙ୍କାର । ସାରା ରାଜ୍ୟରୁ ୫ ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଛନ୍ତି । ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଘେରାଉରେ ବହୁ ବରିଷ୍ଠ ନେତାଙ୍କ ସମେତ ପ୍ରଭାରୀ ସାମିଲ୍ ଅଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: