Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ଜିଲ୍ଲା ନିମାପଡାରୁ ଜବତ ହେଲା ଗୋ ମାଂସ

Jitendra Dash
Browse all articles by Jitendra Dash
·2 years ago
ପୁରୀ ଜିଲ୍ଲା ନିମାପଡାରୁ ଜବତ ହେଲା ଗୋ ମାଂସ

ଅର୍ଗସ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ଗୋ ମାଂସ କାରବାର । ପୁଣି ପୁରୀ ଜିଲ୍ଲା ନିମାପଡାରେ ବେଧଡ଼କ ଚାଲିଛି ଗୋ ମାଂସ ଚାଲାଣ । ଗତ ବିଳମ୍ବିତ ରାତିରେ ଗୋ ମାଂସ ଚାଲଣବେଳେ ମାଡି ବସିଲା ନିମାପଡା ପୋଲିସ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୋ ମାଂସ ବୋଝେଇ ଟାଟାଏସି ଗାଡି ସହ ଜଣକୁ ଅଟକ ରଖିଛି ନିମାପଡା ପୋଲିସ୍ । ନିମାପଡା ଥାନା ଦିଘାଳ ଗାଁରୁ ଗୋମାଂସ ବୋଝେଇ ଗାଡି ଧରିଛି ପୋଲିସ୍ । ନିମାପଡାରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଲେଣି ଗୋ ମାଂସ ଚାଲାଣକାରୀ। ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cow meat smuggling | Argus News