Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର

Odisha

ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର

Jitendra Dash
Browse all articles by Jitendra Dash
·2 years ago
ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର

ଅର୍ଗସ ବ୍ୟୁରୋ : ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର, ୧୧ଜଣ ଆହାତ । ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଆମୁଣ୍ଡିରେ ଅଘଟଣ । ଘରେ ରୋଷେଇ କରୁଥିବା ବେଳେ ଘଟିଛି ଅଘଟଣ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଶାନ୍ତ କୁମାର ବେହେରାଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ନିଆଁ ଲିଭାଇଲା ବେଳେ ୪ ଗୁରୁତର ସହ ୧୧ଜଣ ଆହତ ହୋଇଛନ୍ତି । ୧୧ ଜଣ ଚିକିଟି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୪ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Cracked gas cylinder 4 is serious | Argus News