Odisha Farming / ବର୍ଷା ଅଭାବରୁ ଆଗେଇ ପାରୁନି ଚାଷ କାମ; ଏହି ଦିନ ସାରା ଓଡ଼ିଶା ଛୁଇଁବ ମୌସୁମୀ
·2 hours ago·2 min read

Key Points
ଜୁନ ମାସରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି
ବର୍ଷା ଅଭାବରୁ ଆଗେଇ ପାରୁନି ଚାଷ କାମ
୪/୫ଦିନ ମଧ୍ୟରେ ମୌସୁମୀ ଛୁଇଁବ ସାରା ଓଡ଼ିଶା
ବର୍ଷା ଅଭାବରୁ ଆଗେଇ ପାରୁନି ଚାଷ କାମ
୪/୫ଦିନ ମଧ୍ୟରେ ମୌସୁମୀ ଛୁଇଁବ ସାରା ଓଡ଼ିଶା
ରଜ ପରେ ବି କମୁନି ଖରାର ପ୍ରକୋପ। ଖରିଫ ଚାଷ ଆରମ୍ଭ କରିବାରେ ବିଳମ୍ବ ହେବା ଯୋଗୁଁ ଚାଷୀକୁଳ ଚିନ୍ତାରେ ଅଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଲକରେ ମୌସୁମୀ ବର୍ଷାର ଦେଖାନାହିଁ । ଚାଷୀ ଜମିରେ ଧାନ ବୁଣିବା ପାଇଁ ପ୍ରସ୍ତୁତ ଥିବାବେଳେ ବର୍ଷାର ଅଭାବ ଦେଖାଦେଇଛି । ଜମିରେ ହଳ ଲଙ୍ଗଳ କରିବା ସହ ଗଛ ଲତା ସଫା କରି, ଧାନ ବିହନ ଆଣି ଘରେ ଚାଷୀ ରଖିଛି । କିନ୍ତୁ ମୌସୁମୀ ବର୍ଷା ବିଳମ୍ବ ଯୋଗୁଁ ଏବେ ଚାଷୀଙ୍କ ଚିନ୍ତା ବଢିଛି ।
ପଢନ୍ତୁ ଏହି ଖବର: ଏବେ ଖୋଲିବନି ସ୍କୁଲ; ପ୍ରବଳ ଖରାକୁ ନେଇ ବଢିଲା ଖରାଛୁଟି
- ବର୍ଷା ଅପେକ୍ଷାରେ ଚାଷୀ
- ଅଣ୍ଡିରା ବାହାଘର କରି ବର୍ଷାକୁ ନିମନ୍ତ୍ରଣ
ପଢନ୍ତୁ ଏହି ଖବର: ଏବେ ଖୋଲିବନି ସ୍କୁଲ; ପ୍ରବଳ ଖରାକୁ ନେଇ ବଢିଲା ଖରାଛୁଟି
- କେବେ ହେବ ମୌସୁମୀ ବର୍ଷା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
