Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଲଟିଲା ଶ୍ରୀ ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଓଲଟିଲା ଶ୍ରୀ ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅର୍ଗସ ବ୍ୟୁରୋ : ଚୌଦ୍ଵାର ନୂଆପାଟଣା ନିକଟରେ ଓଲଟିଲା ବସ । ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ । ଲକ୍ଷ୍ମୀ ବସ ଦେବଗଡରୁ ଭୁବନେଶ୍ୱର ଯାଉଥିଲା । ବିଳମ୍ବିତ ରାତିରେ କୁହୁଡି ହେଇଥିବାରୁ ଡ୍ରାଇଭର ରାସ୍ତା ଜାଣି ନପାରି ରୋଡ ଡିଭାଇଡର ଉପରକୁ ଚଢ଼ି ଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଫଳରେ ବସ ଓଲଟି ପଡ଼ିଛି । ବସରେ ୪୦ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଯାତ୍ରୀ ଆହତ ହୋଇ କଟକ ମେଡିକାଲ ଯାଇଥିବା ବେଳେ ଅନ୍ୟ ମାନେ ଭଲ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack bus accident | Argus News