Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଡ଼କୋ ବସ୍ତିରେ କାମ ଆରମ୍ଭ କରିଥିବା ଯୋଗୁ ବସ୍ତି ବାସିନ୍ଦାଙ୍କ ପ୍ରତି ବିପଦ ଥିବା ଅଭିଯୋଗ

Odisha

ଇଡ଼କୋ ବସ୍ତିରେ କାମ ଆରମ୍ଭ କରିଥିବା ଯୋଗୁ ବସ୍ତି ବାସିନ୍ଦାଙ୍କ ପ୍ରତି ବିପଦ ଥିବା ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago
ଇଡ଼କୋ ବସ୍ତିରେ କାମ ଆରମ୍ଭ କରିଥିବା ଯୋଗୁ ବସ୍ତି ବାସିନ୍ଦାଙ୍କ ପ୍ରତି ବିପଦ ଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ : କଟକ ଚୌଦ୍ବାର ଓଟିଏମ ଶ୍ରମିକ କଲୋନୀବାସୀଙ୍କ ବିରୋଧ । 4 ଟି ୱାର୍ଡ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ କୌଣସି ଘୋଷଣା କିମ୍ବା ଆଲୋଚନା ନକରି ଇଡ଼କୋକୁ ଜମି ହସ୍ତାନ୍ତର କରିବାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଇଡ଼କୋ ସେହି ବସ୍ତିରେ କାମ ଆରମ୍ଭ ଯୋଗୁ ବସ୍ତି ବାସିନ୍ଦାଙ୍କ ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଓଟିଏମ ଶ୍ରମିକ କଲୋନୀ ଓ ବସ୍ତି  ଥଇଥାନ ସଙ୍ଗଠନ ପକ୍ଷରୁ ସହ ସହ ସଂଖ୍ୟାରେ ବସ୍ତି ବାସିନ୍ଦା କଟକ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
cuttack collector office | Argus News