|
logo
Live

Argus News - ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ

Odisha

ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ

Jitendra Dash
Browse all articles by Jitendra Dash
·2 years ago
ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ

ଅର୍ଗସ ବ୍ୟୁରୋ : ଗୋରୁ ବୋଝେଇ ଟାଟାଏସି ଅଟକାଇଲେ ବଜରଙ୍ଗ ଦଳ । କଟକ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ନୁନ୍ନଟିକିରି ଚାଉଳିଆ ପୋଲ ନିକଟରୁ ଗୋରୁ ବୋଝେଇ ଟାଟାଏସି ଅଟକାଇଲେ ବଜରଙ୍ଗ ଦଳକର୍ମୀ । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିଶ ପହଞ୍ଚି ତଦନ୍ତ ଜାରି କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗାଡିରେ ୯ ଟି ଗୋରୁ ଥିବା ବେଳେ ଅତି ଦୟନିୟ ଭାବେ ଚାଲାଣ ହେଉଥିଲା । ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଗାଡିଟିର ପିଛା କରିଥିଲେ କର୍ମୀ ମାନଙ୍କୁ ଦେଖି ଗାଡି ବୁଲାଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଗୋରୁ ବୋଝେଇ ଗାଡିକୁ ଜବତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ | Argus News