Cyclone Arnab Alert / ମହାନଦୀ ଓ କାଠଯୋଡ଼ି ନଦୀ କୂଳିଆ ଅଞ୍ଚଳ ଉପରେ ସ୍ଵତନ୍ତ୍ର ନଜର; ୫୩୬ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ
·40 mins ago·3 min read

Key Points
ବାତ୍ୟା ପାଇଁ ଆକ୍ସନ ମୋଡ୍ରେ କଟକ ଜିଲ୍ଲା ପ୍ରଶାସନ
ମହାନଦୀ ଓ କାଠଯୋଡ଼ି ନଦୀର ଜଳସ୍ତର ବଢିପାରେ
ନଦୀ କୂଳିଆ ଅଞ୍ଚଳ ଉପରେ ରହିଛି ସ୍ୱତନ୍ତ୍ର ନଜର
ମହାନଦୀ ଓ କାଠଯୋଡ଼ି ନଦୀର ଜଳସ୍ତର ବଢିପାରେ
ନଦୀ କୂଳିଆ ଅଞ୍ଚଳ ଉପରେ ରହିଛି ସ୍ୱତନ୍ତ୍ର ନଜର
କଟକ: ବାତ୍ୟା ଆସିବା ପୂର୍ବରୁ ଆକ୍ସନ ମୋଡ୍ରେ କଟକ ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବାତ୍ୟାକୁ ନେଇ କଟକ ଜିଲ୍ଲାରେ ଜୋରଦାର ପ୍ରସ୍ତୁତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟାଲୋଚନ ମହନ୍ତଙ୍କ ସାମ୍ବାଦିକ ସମ୍ମିଳନୀ । ଜରୁରୀକାଳୀନ ସ୍ଥିତିରେ କିଭଳି ତୁରନ୍ତ ପଦକ୍ଷେପ ନିଆଯିବ, ତାକୁ ନେଇ ପ୍ରସ୍ତୁତ ହୋଇଛି ରଣନୀତି । ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେଉଛି ଜିରୋ କାଜୁଆଲିଟି । ଅର୍ଥାତ୍ ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ହୁଏ, ତାହାକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ ।
କଟକ ଜିଲ୍ଲାକୁ ୨୬ ତାରିଖରେ ୟେଲୋ ଆଲର୍ଟ, ୨୭ ଓ ୨୮ ତାରିଖରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପବନ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି । ଜିରୋ କାଜୁଆଲିଟି ବା ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ଚାଲିଛି ପ୍ରସ୍ତୁତି । ନଦୀ କୂଳିଆ ଗାଁଠୁ ଆରମ୍ଭ କରି ସହରର ଜଳବନ୍ଦୀ ସମସ୍ୟା ପର୍ଯ୍ୟନ୍ତ, ସବୁ ଦିଗ ଉପରେ ରହିବ ପ୍ରଶାସନର ନଜର ।

- ନଦୀ କୂଳିଆ ଅଞ୍ଚଳ ଉପରେ ନଜର
- ଦମ୍ଭ ତୋରଣ ଲଗାଇବାକୁ ନିର୍ଦ୍ଦେଶ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନିୟୋଜିତ ରହିବେ ସ୍ୱତନ୍ତ୍ର ମ୍ୟାନପାୱାର
ପଢନ୍ତୁ ଏହି ଖବର: ମାଡ଼ି ଆସୁଛି ବାତ୍ୟା "ଅର୍ଣ୍ଣବ"; "ଜିରୋ କାଜୁଏଲଟି ଲକ୍ଷ୍ୟ, ସଜାଗ ଅଗ୍ନିଶମ ବିଭାଗ
- CDMOଙ୍କୁ ୨୪ ଘଣ୍ଟା ଆଲର୍ଟ ରହିବାକୁ ନିର୍ଦ୍ଦେଶ
- ଟୋଲ୍ ଫ୍ରି ନମ୍ବର ଜାରି
Related Topics
Explore more stories