Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଛ ଧରିବା ହେଲା କାଳ, ନଦୀକୁ ଗଳି ପଡ଼ିଲେ ଯୁବକ

Jitendra Dash
Browse all articles by Jitendra Dash
·2 years ago
ମାଛ ଧରିବା ହେଲା କାଳ, ନଦୀକୁ ଗଳି ପଡ଼ିଲେ ଯୁବକ

ଅର୍ଗସ ବ୍ୟୁରୋ : କଟକ ଯୋବ୍ରା ବ୍ୟାରେଜରୁ ନଦୀକୁ ଗଳି ପଡ଼ିଲେ ଜଣେ ବ୍ୟକ୍ତି । ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟୁଟୁ ଦାସ । ସେ ଯୋବ୍ରା ମଝି ସାହି ବାସିନ୍ଦା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯୋବ୍ରା ବ୍ୟାରେଜରେ ଛିଡ଼ା ହୋଇ ମହାନଦୀରେ ମାଛ ମାରିବା ସମୟରେ ସେ ନଦୀରେ ଗଳି ପଡ଼ିଥିଲେ । ବ୍ୟାରେଜର ପ୍ରଥମ ଗେଟରେ ସେ ଅଟକି ରହିଥିଲେ । ଅଗ୍ନିଶମ ବାହିନୀ ଟୁଟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ପଠାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack jobra bridge | Argus News