Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଡିଆରେ ଥିବା ବିଭିନ୍ନ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ

Jitendra Dash
Browse all articles by Jitendra Dash
·2 years ago
ପଡିଆରେ ଥିବା ବିଭିନ୍ନ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ

ଅର୍ଗସ ବ୍ୟୁରୋ : ବାଲିଯାତ୍ରା ପଡ଼ିଆରେ ଆକ୍ସନ ମୋଡରେ ସିଏମସି । ପଡିଆରେ ଥିବା ବିଭିନ୍ନ ଫୁଡ଼ ଷ୍ଟଲରେ ଚଢ଼ାଉ । ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଫୁଡ଼ ସେଫଟି ପକ୍ଷରୁ ଚଢ଼ାଉ ଜାରି । ବାସି ଖାଦ୍ୟ ରଙ୍ଗ ଓ ମାନ ଯାଞ୍ଚ କରି ଖାଦ୍ୟକୁ ନଷ୍ଟ କରାଯାଉଛି । ଗତ କାଲି ମଧ୍ୟ ଦୁଇ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଖାଦ୍ୟ ନଷ୍ଟ କରିଥିଲା। ସିଏମସି ସ୍ୱାସ୍ଥ୍ୟ ବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ବାଲିଯାତ୍ରା ପଡ଼ିଆରେ ଫାଷ୍ଟ ଫୁଡ଼ର ଚାହିଦା ଦୁଇ ଗୁଣ ହୋଇଯାଇଥାଏ । ଯେପରି ମୋମୋ, ଫାଷ୍ଟ ଫୁଡ଼ ,ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ , ଚିକେନ୍ ଆଇଟମ ଇତ୍ୟାଦି । ତେବେ ଏହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଚଢ଼ାଉ କରିଛି ଟିମ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CMC raids food stalls in Bali Yatra | Argus News