Videos
|
Odisha

ରାସ୍ତା ଫାଟି ମାଟି ତଳକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍

Jitendra Dash
Browse all articles by Jitendra Dash
·2 years ago
ରାସ୍ତା ଫାଟି ମାଟି ତଳକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍

ଅର୍ଗସ ବ୍ୟୁରୋ : ରାସ୍ତା ଫାଟି ମାଟି ତଳକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍ । କଟକ ଚାଉଳିଆଗଞ୍ଜ ସ୍ଥିତ ନୀଳାଦ୍ରି ବିହାରରେ ଦେଖିବାକୁ ମିଳିଛି ଦୃଶ୍ୟ ।  ୬ ମାସ ତଳେ ଏହି ରାସ୍ତା କାମ ହୋଇଥିବାବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାସ୍ତା କଡ଼ ଦୋକାନୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜାଇକା ଯୋଜନାରେ ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ଦେଖାଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ମନ ଇଚ୍ଛା ରାସ୍ତା ନିର୍ମାଣ ଓ ସିଏମସିର ଅବହେଳା ଯୋଗୁ ରାସ୍ତା ମରଣ ଯନ୍ତା ପାଲଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cuttack road issue | Argus News