Videos
|
Odisha

ବ୍ଲଡ୍ ଯୋଗେଇ ଦେବା ପାଇଁ କରୁଥିଲେ ଡିଲ, ମାଡି ବସିଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago
ବ୍ଲଡ୍ ଯୋଗେଇ ଦେବା ପାଇଁ କରୁଥିଲେ ଡିଲ, ମାଡି ବସିଲା ପୋଲିସ

ଅର୍ଗସ ବ୍ୟୁରୋ : ଏସସିବି ମେଡ଼ିକାଲରୁ ଦଲାଲ ଗିରଫ । ୪ ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ରୋଗୀଙ୍କ ସଂପର୍କୀୟଙ୍କୁ ୧୫୦୦-୨୦୦୦ ଟଙ୍କାରେ ବ୍ଲଡ ଯୋଗେଇ ଦେବା ପାଇଁ ଡିଲ କରୁଥିଲେ ଦଲାଲ । ଖବର ପାଇ ପୋଲିସ ଚଢ଼ାଉ କରି ଏହି ୪ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନିଖିଲ ସେନାପତି, ନେତାଜୀ ଦାସ, ସୁଜିତ କୁମାର ପଣ୍ଡା ଓ ଅଜୟ ମହାପାତ୍ର ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cuttack scb medical 4 brokers arrested | Argus News