Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିକଶିତ ଭାରତ ସଂକଳ୍ପ ଯାତ୍ରା ବେଳେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ

Odisha

ବିକଶିତ ଭାରତ ସଂକଳ୍ପ ଯାତ୍ରା ବେଳେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ

Jitendra Dash
Browse all articles by Jitendra Dash
·2 years ago
ବିକଶିତ ଭାରତ ସଂକଳ୍ପ ଯାତ୍ରା ବେଳେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ

ଅର୍ଗସ ବ୍ୟୁରୋ : କଟକ ଆଠଗଡ଼ ଥାନା ସଠିଲେ ପଞ୍ଚାୟତରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଚିତ୍ର । ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ଅସହିସ୍ନୁ ହୋଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ କଲେ ଆକ୍ରମଣ । ଅଶ୍ଳିଳ ଭାଷାରେ ଗାଳି ଗଲେ ଡ୍ରାଇଭରକୁ ପ୍ରବଳ ମାଡ଼ ମାରିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଢେଲା ମାଡ଼ରେ ଗାଡ଼ିର ସାମ୍ନା କାଚ ଭାଙ୍ଗି ଯାଇଥିବା ବେଳେ ବେଳେ ଗାଡ଼ିରେ ଲାଗିଥିବା ଏଲିଇଡି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ମଧ୍ୟ ଚିରି ଦେଲେ । ଘଟଣାସ୍ଥଳରୁ ଖସି ଆସି ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଡ୍ରାଇଭର ଓ ତାଙ୍କ ସହଯୋଗୀ । ତେବେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ତତ୍ବାବଧରକ ଥିବା ଆଠଗଡ଼ ବିଡ଼ିଓ କିନ୍ତୁ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
cuttack viksit bharat sankalp yatra | Argus News