Cyclone Arnab / ୨୦ ମତ୍ସ୍ୟଜୀବୀ ନିଖୋଜ; ସପ୍ତାହକ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ
·1 hour ago·2 min read

Key Points
କେନ୍ଦ୍ରାପଡ଼ାରେ ୨୦ ମତ୍ସ୍ୟଜୀବୀ ନିଖୋଜ
ସପ୍ତାହକ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ
ଆଉ ଫେରିପାରିନାହାନ୍ତି, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ
ସପ୍ତାହକ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ
ଆଉ ଫେରିପାରିନାହାନ୍ତି, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ
କେନ୍ଦ୍ରାପଡ଼ା: ଅକ୍ଟୋବର ଆସିଲେ ଡରାଉଛି ବାତ୍ୟା । ଏଥର ବି ଅକ୍ଟୋବର ମାସ ସରିବାକୁ ବସିଥିବାବେଳେ ବାତ୍ୟା କିନ୍ତୁ ପିଛା ଛାଡ଼ିନି । ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ' । ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇସାରିଛି । ସେପଟେ କେନ୍ଦ୍ରାପଡ଼ାରୁ ଏକ ବଡ଼ ଖବର ଆସି ପହଞ୍ଚିଛି । କେନ୍ଦ୍ରାପଡ଼ାରେ ୨୦ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ସପ୍ତାହକ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ, ହେଲେ ଆଉ ଫେରି ପାରିନାହାନ୍ତି ।
ପଢନ୍ତୁ ଏହି ଖବର: ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, କାଲି ସକାଳେ କରିବ ଲ୍ୟାଣ୍ଡଫଲ୍ ! ୧୪୦ କିମି ବେଗରେ ବହିବ ପବନ
- ୨୦ ମତ୍ସ୍ୟଜୀବୀ ନିଖୋଜ
- ସମୁଦ୍ର ଭିତରକୁ ନଯିବାକୁ କଡ଼ା ପରାମର୍ଶ ଥିଲା
- ୨୯ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ମନା
ପଢନ୍ତୁ ଏହି ଖବର: ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, କାଲି ସକାଳେ କରିବ ଲ୍ୟାଣ୍ଡଫଲ୍ ! ୧୪୦ କିମି ବେଗରେ ବହିବ ପବନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ
Related Topics
Explore more stories