School Closed / ମାଡ଼ି ଆସୁଛି ବାତ୍ୟା; କଳାହାଣ୍ଡି, କଟକ ସମେତ ୧୨ ଜିଲ୍ଲାରେ ସ୍କୁଲ ଛୁଟି
·1 hour ago·2 min read

Key Points
ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ
ରାଜ୍ୟର ୧୨ ଜିଲ୍ଲାରେ ସ୍କୁଲ ଛୁଟି
ପୂର୍ବରୁ ୧୦ ଜିଲ୍ଲାରେ ଘୋଷଣା ହୋଇଥିଲା
ରାଜ୍ୟର ୧୨ ଜିଲ୍ଲାରେ ସ୍କୁଲ ଛୁଟି
ପୂର୍ବରୁ ୧୦ ଜିଲ୍ଲାରେ ଘୋଷଣା ହୋଇଥିଲା
ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଅର୍ଣ୍ଣବ’ । ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଏହି ବାତ୍ୟା । ତେବେ ବାତ୍ୟା ପାଇଁ ରାଜ୍ୟରେ ୧୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ପୂର୍ବରୁ ୧୦ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିବାବେଳେ ଏବେ କଳାହାଣ୍ଡି ଓ କଟକରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି ।
- କଳାହାଣ୍ଡିରେ ସ୍କୁଲ ବନ୍ଦ
- କଟକରେ ବି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
- ଏହି ୧୨ ଜିଲ୍ଲାରେ ସ୍କୁଲ ବନ୍ଦ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ବି ପଢନ୍ତୁ: ବିଶାଖାପାଟଣାରେ ଭାଙ୍ଗିଲା ଗଛ; ରାସ୍ତାରେ ପହଞ୍ଚିଲା ସମୁଦ୍ର ଜୁଆର
ସୂଚନା ଥାଉ କି, ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ଏହାସହ ପବନର ଝଟକା ଘଣ୍ଟାପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।

Related Topics
Explore more stories