Red Alert Districts / ଉଗ୍ର ରୂପ ଧରି ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ; ୬ ଜିଲ୍ଲାକୁ ରେଡ୍ ଆଲର୍ଟ
·1 hour ago·2 min read

Key Points
ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ
କାଲି ପାଇଁ ରାଜ୍ୟର ୬ ଜିଲ୍ଲାରୁ ଆଲର୍ଟ
ପ୍ରବଳ ବର୍ଷା ସହ ପବନ ମଧ୍ୟ ବହିବ
କାଲି ପାଇଁ ରାଜ୍ୟର ୬ ଜିଲ୍ଲାରୁ ଆଲର୍ଟ
ପ୍ରବଳ ବର୍ଷା ସହ ପବନ ମଧ୍ୟ ବହିବ
ଭୁବନେଶ୍ଵର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅତ୍ୟନ୍ତ ଭୀଷଣ ବାତ୍ୟା ଅର୍ଣ୍ଣବ, ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବାତ୍ୟା ଯୋଗୁଁ ଆସନ୍ତାକାଲି ପାଇଁ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି । ଏହାସହିତ ୫୦ରୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ ।
- ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ୧୮କିିମି ବେଗରେ ମାଡ଼ି ଆସୁଛି ବାତ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବାତ୍ୟା ପାଇଁ ସରକାର ପୂରା ପ୍ରସ୍ତୁତ; ସମୀକ୍ଷା ବୈଠକରେ କହିଲେ ରାଜସ୍ଵ ମନ୍ତ୍ରୀ
- ଏଇଠି କରିବ ଲ୍ୟାଣ୍ଡଫଲ୍
Related Topics
Explore more stories