|
logo
Live

Argus News - ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧସିଲା ପାହାଡ଼, ରାସ୍ତା ଅବରୋଧ

Odisha

ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧସିଲା ପାହାଡ଼, ରାସ୍ତା ଅବରୋଧ

Jitendra Dash
Browse all articles by Jitendra Dash
·2 years ago
ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧସିଲା ପାହାଡ଼, ରାସ୍ତା ଅବରୋଧ

ଅର୍ଗସ ବ୍ୟୁରୋ : ବାତ୍ୟା ମିଗଜୋମ୍ ପ୍ରଭାବରେ ଜାରି ରହିଛି ବର୍ଷା ଓ ପବନ । ବର୍ଷା ଓ ପବନ ପରେ ଧସିଲା ପାହାଡ଼ । କୋଟିୟା ପଞ୍ଚାୟତର ମାଡକାର ଗ୍ରାମକୁ ଯିବା ବାଟରେ ପାହାଡ଼ ଖସିଥିବା ଦେଖିବାକୁ ମିଳିଛି । ବାତ୍ୟା ମିଗଜୋମ୍ ପ୍ରଭାବରେ କୋରାପୁଟରେ ସକାଳୁ ବର୍ଷା ଲାଗି ରହିଥିବା ବେଳେ ଏକ ଛୋଟ ଧରଣର ଲ୍ୟାଣ୍ଡ ସ୍ଲାଇଡ଼ ଦେଖିବାକୁ ମିଳିଛି । ପାହାଡ଼ ଉପରୁ ବଡ଼ ଓ ଛୋଟ ପଥର ହଟାତ ଖସି ଆସିଥିଲା । ତେବେ ମୁଖ୍ୟ ରାସ୍ତାକୁ ଖସି ଆସିଥିଲେ ବି ଏଥିରେ କେହି କ୍ଷତିଗ୍ରସ୍ତ ହୋଇ ନଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧସିଲା ପାହାଡ଼, ରାସ୍ତା ଅବରୋଧ | Argus News