Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏହି ବାର୍ଷିକ ଉତ୍ସବରେ ଦେଖିବାକୁ ମିଳିଥିଲା କୁନିକୁନି ପିଲାମାନଙ୍କର ନାଚ ଓ ଗୀତ

Jitendra Dash
Browse all articles by Jitendra Dash
·2 years ago
ଏହି ବାର୍ଷିକ ଉତ୍ସବରେ ଦେଖିବାକୁ ମିଳିଥିଲା କୁନିକୁନି ପିଲାମାନଙ୍କର ନାଚ ଓ ଗୀତ

ଅର୍ଗସ ବ୍ୟୁରୋ : ଡାର୍ସି ସ୍କୁଲ ଉତ୍କଳ ୟୁନିଭର୍ସିଟି ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମନସ୍ତତ୍ବବିତ ବିଭାବ ପରିସରରେ ଥିବା ଡାର୍ସି ସ୍କୁଲର କୁନିକୁନି ପିଲାମାନଙ୍କ ବିଭିନ୍ନ ନୃତ୍ୟୁ ପରିବେଶଷ କରିଥିଲେ । ବିଶେଷ କରି ଛୋଟ ଛୋଟ ପିଲାଙ୍କ ପ୍ରାକ ଶିକ୍ଷା ବ୍ୟବସ୍ଥା ଶିକ୍ଷାଦାନ କରୁଥିବା ଡାର୍ସିର ସମସ୍ତ ଛାତ୍ରଛାତ୍ରୀ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ଦେଶାତ୍ମବୋଧକ ଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ସଂସ୍ଥାର ମୁଖ୍ୟଙ୍କ ଦ୍ବାରା ପୁରସ୍କାର ପରିବେଶଣ କରାଯାଇଥିଲେ । ଡାର୍ସି ସ୍କଲରେ ପିଲାଙ୍କ ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତା ଓ ଖେଳକୁଦ ମାଧ୍ୟମରେ ଶିକ୍ଷା ଦିଆଯାଉଛି । କୋମଳମତି ପିଲାଙ୍କ ପଢାପ୍ରତି ଆଗ୍ରହ କିପରି ହୋଇପାରିବ ତାଉପରେ ଗୁରୁତ୍ବ ଦେଶ ଶକ୍ଷାଦାନ କରାଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
darsi school annual function | Argus News