Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଳିଲା ମୃତଦେହ : ନଦୀରେ ଗାଧେଇବା ସମୟରେ ଭାସିଯାଇଥିଲେ

Odisha

ମିଳିଲା ମୃତଦେହ : ନଦୀରେ ଗାଧେଇବା ସମୟରେ ଭାସିଯାଇଥିଲେ

Jitendra Dash
Browse all articles by Jitendra Dash
·2 years ago
ମିଳିଲା ମୃତଦେହ : ନଦୀରେ ଗାଧେଇବା ସମୟରେ ଭାସିଯାଇଥିଲେ

ଅର୍ଗସ ବ୍ୟୁରୋ : ଭାର୍ଗବୀ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଯୁବକ ଜଣଙ୍କ ନାଁ ତାପସ ରଞ୍ଜନ ଦାସ । ଗତକାଲି ବାଲିଅନ୍ତା ବ୍ଲକ ଚଢ଼େଇ ବର ଗାଁ ନିକଟ ଭାର୍ଗବୀ ନଦୀରେ ଯୁବକ ଗାଧେଇବା ସମୟରେ ନଦୀରେ ଭାସିଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୋଡ଼ ଖସି ଯିବାରୁ ନଦୀ ଭିତରକୁ ପଶିଯାଇଥିଲେ । ବାଲିଅନ୍ତା ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ତେବେ ଯୁବକଙ୍କ ଘର କେନ୍ଦ୍ରାପଡ଼ା ବୋଲି ଜଣା ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Dead body found | Argus News