Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

Swayangprajna Mishra
Browse all articles by Swayangprajna Mishra
·2 years ago
ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

ଅର୍ଗସ ବ୍ୟୁରୋ : ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ।  କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫୁସ୍‌ଫୁସ୍‌ ସଂକ୍ରମଣ ହେତୁ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ୭୯ ବର୍ଷରେ ମୃତ୍ୟୁବରଣ କରିଛନ୍ତି କମଳା । 

ଅଧିକ ପଢନ୍ତୁ ଓଡିଶା ଖବର 

୧୯୪୫ ମସିହା ଅଗଷ୍ଟ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଉଭୟ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ । ଡାକ୍ତକୀ ବୃତ୍ତି ଛାଡି ୧୯୯୦ରେ ରାଜନୀତିରେ ସେ ସାମିଲ ହୋଇଥିଲେ । ଶିକ୍ଷା, ସ୍ବାସ୍ଥ୍ୟ , ଶିଶୁକଲ୍ୟାଣ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳି ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Death of former health minister Kamala Das | Argus News