Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘାଟିରେ ଓଲଟିଲା ଭ୍ୟାନ, ୨୧ ଛାତ୍ର ଆହତ

Jitendra Dash
Browse all articles by Jitendra Dash
·2 years ago
ଘାଟିରେ ଓଲଟିଲା ଭ୍ୟାନ, ୨୧ ଛାତ୍ର ଆହତ

ଅର୍ଗସ ବ୍ୟୁରୋ : ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯାଇଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ଗାଡ଼ି ଓଲଟି ୨୧ ଆହତ ହୋଇଥିବା ବେଳେ ୭ ଛାତ୍ର ଗୁରୁତର । ଗଜପତି ଜିଲ୍ଲା ମୋହନାର ଚମ୍ପା ଘାଟିରେ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଆହତ ହୋଇଛନ୍ତି । ଆହତ ଛାତ୍ରମାନେ ଛେଳିଗଡ଼ ହାଇସ୍କୁଲର । ଆହତ ଛାତ୍ରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dhenkanal road accident | Argus News