Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ସହରରେ ଖୁବଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·1 year ago
ପୁରୀ ସହରରେ ଖୁବଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର

ପୁରୀ : ପୁରୀ ସହରରେ ଖୁବଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର । ଏହି କେନ୍ଦ୍ର ଦ୍ବାରା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଆଉ ଶିବିରକୁ ଆସିବାକୁ ପଡିବ ନାହିଁ । ସେମାନେ ଦିବ୍ୟାଙ୍ଗ ଆଶା କେନ୍ଦ୍ରକୁ ଆସି ସବୁ ପ୍ରକାର ସହାୟତା ପାଇପାରିବେ । ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରି ଯୋଗାଇଲେ ଏହି ଦିବ୍ୟାଙ୍ଗ ଆଶା କେନ୍ଦ୍ର ଖୋଲିବ ।

ଅଧିକ ପଢନ୍ତୁ ଓଡିଶା ଖବର

କେନ୍ଦ୍ର ସାମାଜିକ ରାଷ୍ଟ୍ର ମନ୍ତ୍ରୀ ବି .ଏଲ.ବର୍ମା ଭୋଳନାଥ ଵିଦ୍ୟାପୀଠ ପରିସରରେ ଆୟୋଜିତ ସାମାଜିକ ଅଧିକାର ଶିବିରରେ ଯୋଗ ଦେଇ ଏହା କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Disabled Center to open soon in Puri city | Argus News