Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବରଙ୍ଗପୁରରେ ଡବଲ ମର୍ଡର ; ପୁଅ ସହ ପଡୋଶୀକୁ ହତ୍ୟା କଲା ଅଭିଯୁକ୍ତ

Odisha

ନବରଙ୍ଗପୁରରେ ଡବଲ ମର୍ଡର ; ପୁଅ ସହ ପଡୋଶୀକୁ ହତ୍ୟା କଲା ଅଭିଯୁକ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago
ନବରଙ୍ଗପୁରରେ ଡବଲ ମର୍ଡର ; ପୁଅ ସହ ପଡୋଶୀକୁ ହତ୍ୟା କଲା ଅଭିଯୁକ୍ତ

ନବରଙ୍ଗପୁର : ନବରଙ୍ଗପୁରରେ ଡବଲ ମର୍ଡର । ମଇଦଲପୁର ଥାନା ଗୁଜୁମାପଦର ଗାଁରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି । ଦୁଇ ବର୍ଷର ପୁଅକୁ ହତ୍ୟାକରିଛି ବାପା । ପ୍ରତିବାଦ କରିଥିବା ପଡ଼ୋଶୀ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କଲା ହତ୍ୟାକାରୀ ।ଘଟଣା ପରେ ଅଭିଯୁକ୍ତକୁ କାବୁ କଲେ ଗାଁ ଲୋକେ। ଅଭିଯୁକ୍ତ ରାଧା ସାନ୍ତାକୁ ଗିରଫ କରିଛି ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । 
 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Double murder in Nabarangpur; Accused killed neighbor with son | Argus News