Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଦଳିବ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍

Odisha

ବଦଳିବ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍

Swayangprajna Mishra
Browse all articles by Swayangprajna Mishra
·1 year ago
ବଦଳିବ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍

ଅର୍ଗସ ବ୍ୟୁରୋ : ବଦଳିବ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ । ନର୍ସିଂ ଅଫିସର ଓ ବରିଷ୍ଠ ନର୍ସିଂ ଅଫିସର ମାନଙ୍କ ସ୍ବତନ୍ତ୍ର ଡ୍ରେସ୍ କୋଡ୍ କରାଯାଇଛି । ପୂର୍ବରୁ ପୁରଷ ନର୍ସିଂ ଅଫିସରଙ୍କ ପାଇଁ କୌଣସି ଡ୍ରେସ୍ କୋଡ୍ ନଥିଲା । ଏବେ ସେମାନଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ କରାଯାଇଛି ।

ଅଧିକ ପଢନ୍ତୁ ଓଡିଶା ଖବର

ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ  ଓ ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ପୋଷାକରେ ସମ୍ବଲପୁରୀ ଛିଟ ରହିବ । ସେମାନଙ୍କ ଧଳା ଆପ୍ରନରେ ବାଇଗଣୀ ରଂଗର କଲାର ରହିବ । ନୂଆ ରଙ୍ଗ ଆଉ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ ମାନେ ।  ଡ୍ରେସ୍ କୋଡ୍ ପାଇଁ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବହୁ ଦିନରୁ ଦାବି ହେଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dress Code of Nursing Officers will change | Argus News