Videos
|
Odisha

ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ

Swayangprajna Mishra
Browse all articles by Swayangprajna Mishra
·2 years ago
ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ

ପୁରୀ : ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ । ସ୍ୱର୍ଗଦ୍ୱାର ବେଳାଭୂମିରେ  ନିଶା ଖାଇ ଉତ୍ପାତ ହେଉଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ସମୁଦ୍ରକୂଳ ଥାନା ତାଙ୍କୁ ଉଦ୍ଧାର କରି ଥାନାରେ ବସାଇଥିଲା। ତେବେ ବିଦେଶୀ ପର୍ଯ୍ଯଟକଙ୍କ ନାମ ହେଉଛି  ଥୋମାସ କ୍ରଜ ସେଲଡନ।

ଅଧିକ ପଢନ୍ତୁ ଓଡିଶା ଖବର 

ସେ ବ୍ରିଟିସ ନାଗରିକ ବୋଲି ଜଣାପଡିଛି। ସେ ପୁରୀର ଏକ ଆଶ୍ରମର ବାସିନ୍ଦା। ତେବେ ଆଶ୍ରମରେ ଥିବା ତା ସମ୍ପର୍କୀୟ ଥାନାରେ ଅଣ୍ଡରଟେକିଂ ଲେଖି ତାଙ୍କୁ ନେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ସିବିଚ୍ ଥାନାଧିକାରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Drunk foreign tourists in Puri | Argus News