Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା

Swayangprajna Mishra
Browse all articles by Swayangprajna Mishra
·1 year ago
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା

ଖୋର୍ଦ୍ଧା : ମଝି ଚିଲିକାରେ ଅଘଟଣ । ଫସିଲା ଯାତ୍ରୀ ବାହି ଘାଟ ଡଙ୍ଗା। ୧୭ ଜଣ ଯାତ୍ରୀଙ୍କ ସହ ଡଙ୍ଗାରେ ୭ଟି ବାଇକ୍ ରହିଛି । ମେସିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଯାତ୍ରୀ ବାହି ଡଙ୍ଗା ।

ଅଧିକ ପଢନ୍ତୁ ଓଡିଶା ଖବର

ପୁରୀ ଜିଲ୍ଲା ଜହ୍ନିକୁଦା ଘାଟରୁ ଯାତ୍ରୀମାନଙ୍କୁ ନେଇ ସାତପଡ଼ା ଅଭିମୁଖେ ଚିଲିକା ଦେଇ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା ।  ବର୍ତମାନ ମହଁଶା ଗାଁ ନିକଟ ଚିଲିକାରେ ଫସି ରହିଛି ଯାତ୍ରୀ ବାହି ଡଙ୍ଗା । ଉଦ୍ଧାର କରିବା ପାଇଁ ଯାତ୍ରୀ ମାନଙ୍କ ନିବେଦନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Due to a mechanical fault, the passenger boat got stuck in the middle of Chilika lake | Argus News