Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ , କାନ୍ଥରେ ରହିବନି କୌଣସି ରାଜନୈତିକ ଲେଖା

Odisha

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ , କାନ୍ଥରେ ରହିବନି କୌଣସି ରାଜନୈତିକ ଲେଖା

Swayangprajna Mishra
Browse all articles by Swayangprajna Mishra
·2 years ago
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ,  କାନ୍ଥରେ ରହିବନି କୌଣସି ରାଜନୈତିକ ଲେଖା

ଅର୍ଗସ ବ୍ୟୁରୋ : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର  କାନ୍ଥ ବାଡ଼ରୁ ହଟିବ ରାଜନୈତିକ ଲେଖା । ଏନେଇ ବିଏମ୍ସି କମିଶନର ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର କାନ୍ଥ ଓ ବିଭିନ୍ନ ଜାଗାରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ହଟାଇବାକୁ କାମ ଆରମ୍ଭ କରିଛି ବିଏମ୍ସି ।  

ଅଧିକ ପଢନ୍ତୁ ଓଡିଶା ଖବର

ଏହି ସବୁ କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ଗାଇଡ ଲାଇନ ଅନୁସାରେ କରାଯାଉଛି । ସମସ୍ତ ରାଜନୈତିକ ଦଳ ମଧ୍ୟ ଏଥି ପ୍ରତି ଅବଗତ ଅଛନ୍ତି ଓ ସହଯୋଗ କରୁଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Commission orders, no political writing on the wall | Argus News