Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବିଭାଗର ୫ଟି ଟିମ୍‌

Jitendra Dash
Browse all articles by Jitendra Dash
·2 years ago
ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବିଭାଗର ୫ଟି ଟିମ୍‌

ଅର୍ଗସ ବ୍ୟୁରୋ : କଟକ କଲେଜ ଛକ କେନାଲ ରୋଡ଼ରେ ଥିବା ଇଲେକଟ୍ରିକ ସ୍କୁଟି ଶୋ ରୁମରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବିଭାଗର ୫ଟି ଟିମ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ବଡ଼ଧରଣର କ୍ଷୟକ୍ଷତି ସୂଚନା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
electric scooter showroom fire in cuttack | Argus News