Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟୁତ ଫାଶରେ ପଡ଼ି ହାତୀ ମୃତ୍ୟୁ, ଅଭିଯୁକ୍ତକଙ୍କୁ ଗିରଫ କଲା ବନ ବିଭାଗ

Jitendra Dash
Browse all articles by Jitendra Dash
·2 years ago
ବିଦ୍ୟୁତ ଫାଶରେ ପଡ଼ି ହାତୀ ମୃତ୍ୟୁ, ଅଭିଯୁକ୍ତକଙ୍କୁ ଗିରଫ କଲା ବନ ବିଭାଗ

ଅର୍ଗସ ବ୍ୟୁରୋ : କଟକ ଆଠଗଡ ବନାଞ୍ଚଳ କୁଣ୍ଡମୁଣ୍ଡିଆ ଜଙ୍ଗଲରେ ବିଦ୍ୟୁତ ଫାଶରେ ପଡ଼ି ହାତୀ ମୃତ୍ୟୁ ଘଟଣା । ଅଭିଯୁକ୍ତକଚ ଗିରଫ କଲା ବନ ବିଭାଗ । ଗିରଫ ବ୍ୟକ୍ତି ଜଣକ ବାଙ୍କୀ ଥାନା କନ୍ତପହଁରା ଗାଁର ବିମ୍ବାଧର ସାହୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିବା ବେଳେ ଆଜି ଖୁଣ୍ଟୁଣୀ ଥାନା ମାଧବପୁର ଗାଁରୁ ତାକୁ ଗିରଫ କରାଯାଇଛି । ବାରହା ଶିକାର ପାଇଁ ଫାଶ ବସାଇଥିଲା ବିମ୍ବାଧର । କିନ୍ତୁ ଏଥିରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ବିଶ୍ବରଞ୍ଜନର ଜାମିନ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant dies in electrocution | Argus News