Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ, ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

Odisha

ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ, ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

Jitendra Dash
Browse all articles by Jitendra Dash
·2 years ago
ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ, ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ପ୍ରଶାସନ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ । ୩ଟି ଗାଁର ଲୋକେ ଆନ୍ଦୋଳନ କରୁଛନ୍ତି । ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ ପାଇଁ ଦେଇଛନ୍ତି ଚେତାବନୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମସ୍ୟାର ଗନ୍ତାଘର ହେଉଛି ଗଜପତି ଜିଲ୍ଲାର ଆର. ଉଦଗିରି ବ୍ଲକ ଅନଗା ପଞ୍ଚାୟତର ତୁବୁସିଂଗ, ବାଲିଗୁମ୍ମା, ଭେନୁସାହି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି । ଗାଁକୁ ରାସ୍ତା ନାହିଁ କି ପାଣି । ଭୋଟ ବର୍ଜନ କରିବାକୁ ଦେଉଛନ୍ତି ସ୍ଲୋଗାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after repeated complaints, the administration did not listen, the villagers started the agitation | Argus News