ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ
·1 year ago

ଅର୍ଗସ ବ୍ୟୁରୋ : ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋ ବସ୍ ଡ୍ରାଇଭର ମନୋଜ କୁମାର ସାହୁଙ୍କୁ ମରଣାନ୍ତକ କରାଯାଇଛି ।
ଅଧିକ ପଢନ୍ତୁ : ମୋ ବସ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ
ରେଳ ଷ୍ଟେସନ ନିକଟରେ ଷ୍ଟପେଜକୁ ନେଇ ମାରପିଟ୍ ସନ୍ଦେହ । ମାଡ଼ ଭିଡିଓ ଭାଇରାଲ, ଜିଆର୍ପି ପୋଲିସର ତଦନ୍ତ ଆରମ୍ଭ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: