Father Dies on Son Wedding Day / ପୁଅ ବାହାଘର ସାଜିଲା ବାପା ପାଇଁ କାଳ
·9 months ago·2 min read

Key Points
ପୁଅ ସାଜିଥିଲା ବର,କାର୍ ତଳେ ବାପାର ମୁଣ୍ଡ ଚାପି ହୋଇଗଲା
ପୁଅ ବାହାଘର ବାପା ପାଇଁ କାଳ ପାଲଟିଗଲା
ହାତଗଣ୍ଠି ପୂର୍ବରୁ ଘୋଟି ଆସିଲା ବାପା ପାଇଁ କାଳ

ପୁଅ ବାହାଘରରେ ଚାଲିଗଲା ବାପାର ଜୀବନ । ବର ଗାଡି ଧକ୍କାରେ ବରପିତାଙ୍କ ମୃତ୍ୟୁ ଓ କନ୍ୟା ପକ୍ଷର ଜଣେ ଗୁରୁତର । ସବୁ କିଛି ସରି ଯାଇଛି... ବାପାର ଖୁସି ପୁଅର କାର ଚକା ତଳେ ଚାପି ହୋଇ ଯାଇଛି । ପୁଅର ବର ଗାଡ଼ି, ବାପାର ମୁଣ୍ଡ ଉପରେ ଚଢ଼ି ଯାଇଛି । ଛେତେରା ହୋଇ ଯାଇଛି ବାପାର ମୁଣ୍ଡ । ମୁଣ୍ଡରୁ ବାହାରି ପଡ଼ିଛି ଦହି । ବରଯାତ୍ରୀ ପୁରା ରକ୍ତାକ୍ତ ପାଲଟି ଯାଇଛି । ହସ ଖୁସିର ମାହୋଲ ଲୁହରେ ଭିଜି ଯାଇଛି ।
ପୁଅର ବାହାଘର ପାଇଁ ବାପା ବହୁତ ଖୁସି ଥିଲେ। ଫୁଲରେ ସଜା ଯାଇଥିବା ବର ପୁଅର କାର୍ ଆଗରେ ଚାଲି ଚାଲି ଯାଉଥିଲେ ବାପା । ହେଲେ ହଠାତ ଘଟିଲା ଅଘଟଣ । ବରଯାତ୍ରୀ ମୋନେ ନାଚୁଥିବା ବେଳେ ବର ପୁଅର ଗାଡ଼ି ବାପା ଉପରେ ଚଢ଼ିଗଲା । ଘଟଣା ସ୍ଥଳରେ ଛଟପଟ ହୋଇ ଚାଲିଗଲା ବାପାର ଜୀବନ ।
ଏଥିସହ ପଢ଼ନ୍ତୁ: ଆଜି `ଜାତୀୟ ଦୁଗ୍ଧ ଦିବସ': ହଜାର ହଜାର ଗ୍ରାମୀଣ ମହିଳା ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭରଶୀଳ
ବାପା ପାଇଁ କାଳ ସାଜିଲା ବର ପୁଅର କାର । ଘଟଣା ସ୍ଥଳ ରକ୍ତାକ୍ତ ପାଲଟି ଯାଇଛି। ସୂଚନା ମୁତବିକ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ମଣ୍ଡଳରେ। ମୃତ ବାପାଙ୍କର ନାଁ ହେଉଛି ଚୈତନ୍ୟ ବାଗ। ମଙ୍ଗଳବାର ରାତିରେ ଥିଲା ପୁଅର ବାହାଘର। ଡିଜେ ବାଣ ରୋଷଣି ସହିତ ଆରମ୍ଭ ହୋଇଥିଲା ପୁଅର ବାହାଘର। କିନ୍ତୁ ହଠାତ ଘଟିଥିଲା ଏମିତି କିଛି । ବରଯାତ୍ରୀ ପ୍ରସେସନରେ କନ୍ୟା ଘରକୁ ଯାଉଥିବାବେଳେ ବର ଗାଡି ବରପିତା ଚୈତନ୍ୟ ବାଗ ଓ କନ୍ୟା ପକ୍ଷର ଜଣଙ୍କୁ ଧକ୍କା ଦେଇଥିଲା । ଆଉ ସବୁ କିଛି କ୍ଷଣିକରେ ବଦଳିଗଲା। ବର ବାପାର ମୁଣ୍ଡ ଉପରେ ଚଢ଼ି ଯାଇଥିଲା କାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅହୁରି ପଢ଼ନ୍ତୁ: ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ: ଶୁଭାଂଶୁ
ପରିବାର ତରଫରୁ ଉଭୟଙ୍କୁ ପାଟଣାଗଡ଼ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ବେଲପଡା ପୋଲିସ ପହଞ୍ଚି ବର ଗାଡ଼ିକୁ ଜବତ କରି ବେଲପଡ଼ା ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Related Topics
Explore more stories