Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସପେଣ୍ଡ

Odisha

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସପେଣ୍ଡ

Swayangprajna Mishra
Browse all articles by Swayangprajna Mishra
·1 year ago
ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସପେଣ୍ଡ

ଅର୍ଗସ ବ୍ୟୁରୋ : ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସପେଣ୍ଡ । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସସପେଣ୍ଡ । ଗତ ୨୭ ତାରିଖ ଦିନ ଘଟିଥିଲା ଘଟଣା । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସସପେଣ୍ଡ କଲା ଗୃହ ବିଭାଗ । ଭାରତୀୟ ପୋଲିସ ସେବା ଆଇନ ଉଲଙ୍ଘନ ଅଭିଯୋଗରେ ସସପେଣ୍ଡ୍ । ରାଜେଶ ପଣ୍ଡିତଙ୍କ ସପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି  । ସସପେଣ୍ଡ କାଳରେ ପୋଲିସ ମୁଖ୍ୟାଳୟରେ ରହିବେ ରାଜେଶ । ରାଜେଶଙ୍କ ବିରୋଧରେ ପଦବୀର ଅପବ୍ୟବହାର କରାଯାଇଥିଲା । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Fire and Home Guard DIG Rajesh Pandit suspended | Argus News