Airport Fire / ଭୁବନେଶ୍ଵର ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ; ଜଳୁଛି ଶୁଖିଲା ଘାସ
·6 months ago·1 min read

Key Points
ଶୀତ ସକାଳରେ ଜଳୁଛି ବିମାନବନ୍ଦର ପଡ଼ିଆ । ଶୁଖିଲା ଘାସରେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ସ୍ପଷ୍ଟ ହୋଇପାରି ନାହିଁ ।
ଭୁବନେଶ୍ଵର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ । ଶୀତ ସକାଳରେ ଜଳୁଛି ବିମାନବନ୍ଦର ପଡ଼ିଆ । ଶୁଖିଲା ଘାସରେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ସ୍ପଷ୍ଟ ହୋଇପାରି ନାହିଁ ।
ବିମାନବନ୍ଦର ପଡ଼ିଆରେ କେମିତି ନିଆଁ ଲାଗିଲା ତାର କାରଣ ଖୋଜା ଚାଲିଛି । ଲାଗିଥିବା ନିଆଁକୁ ବିମାନବନ୍ଦର ଅଗ୍ନିଶମ ବାହିନୀ ଆୟତ୍ତ କରିଛନ୍ତି । ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁମୟ ହୋଇ ପଡ଼ିଥିଲା ।
ଏଥିସହ ପଢ଼ନ୍ତୁ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା
ଆକାଶର ବେଶ ଉଚ୍ଚ ଯାଏଁ ଧୂଆଁ ଉଠୁଥିଲା । ଦୀର୍ଘ ଦୂର ପର୍ଯ୍ୟନ୍ତ ଦେଖା ଯାଉଥିଲା ନିଆଁ । ତେବେ ଭୁବନେଶ୍ଵର ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ଏଥିଯୋଗୁଁ ବିମାନ ସେବା ବାଧାପ୍ରପ୍ତ ହୋଇ ନଥିବା ସୂଚନା ରହିଛି । ଅଗ୍ନିକାଣ୍ଡ ଯୋଗୁଁ କୌଣସି କ୍ଷୟକ୍ଷତି ମଧ୍ୟ ହୋଇ ନଥିବା କୁହାଯାଉଛି ।
ଶନିବାର ସକାଳେ ବସ୍ ଷ୍ଟପ୍ରେ 'ଆମ୍ ବସ୍' ଜଳି ଯାଇଥିଲା । ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ସକାଳୁ ସକାଳୁ ଆମ ବସରେ ଲାଗିଲା ନିଆଁ । ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏପରି ଅଘଟଣ । ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି ।
ଏଥିସହ ପଢ଼ନ୍ତୁ: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍
ପ୍ରାଥମିକ ସୂଚନା ଅନୁଯାୟୀ, ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ସହ ଏହାର ଅଧିକ ତଦନ୍ତ କରୁଛି । ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories