Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଡ଼କି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ନିଆଁ ଲିଭା କାର୍ଯ୍ୟ ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago
ମୁଡ଼କି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ନିଆଁ ଲିଭା କାର୍ଯ୍ୟ ଜାରି

ଭୁବନେଶ୍ବର : ପୁନାମାଗେଟ ଅରବିନ୍ଦ ନଗରରେ ଥିବା ମୁଡ଼କି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ତେଲ କଡେ଼ଇରୁ ନିଆଁ ଲାଗିଥିବା ସୂଚନା ରହିଛି। ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଖବର ପାଇ ପହଞ୍ଚିଲା ଅଗ୍ନିଶମ ବାହିନୀ ।

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ଗ୍ୟାସ ଟାଙ୍କି ଫୁଟିଥିବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ସୂଚନା ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire mishap in mudki factory | Argus News