Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ

Odisha

ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ

Swayangprajna Mishra
Browse all articles by Swayangprajna Mishra
·2 years ago
ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ

ଖୋର୍ଦ୍ଧା : ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ। ୩ ଅଗ୍ନିଶମ ବାହିନୀ ନିୟୋଜିତ । ଖୋର୍ଦ୍ଧା ବାଘମାରି ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଅଏଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ସାରୁଅ ଶିଳ୍ପାଞ୍ଚଳରେ ଥିବା ୟୁନଭରସାଲ ଇନଫ୍ରା ଏଣ୍ଡ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ ଲାଗିଯାଇଛି। 

ଅଧିକ ପଢନ୍ତୁ ଓଡିଶା ଖବର

ଏହି ଗୋଦାମ ଘରେ ତେଲ ପାକିଙ୍ଗ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକରେ ନିଆଁ ଲାଗିଯାଇଛି। ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବା କାମରେ ୩ ଟି ଅଗ୍ନିଶମ ବାହିନୀର ଗାଡ଼ି ନିୟୋଜିତ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire mishap in Sarua Industrial Oil Factory | Argus News