Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

By: Swayangprajna Mishra

Odisha| Wed, Dec 6 | 9:01 pm

ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କଟକ : କଟକ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନୀକାଣ୍ଡ । ଭୁବନେଶ୍ବରରୁ ହାୱାଡା ଯାଉଥିବା ଏକ୍ସପ୍ରେସରେ ଅଗ୍ନୀକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନୀଶମ ବାହିନୀ । କଟକ ଷ୍ଟେସନର ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା ମିଳିଛି। ବ୍ରେକ ବାଇଡିଂ ଯୋଗୁ ନିଆଁ ଲାଗିଥିବା ରେଳ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି। ନିଆଁ ଆୟତ୍ତ ପରେ ଷ୍ଟେସନ ଛାଡିଛ ଟ୍ରେନ । ବର୍ତ୍ତମାନ ଟ୍ରେନ ଚଳା ଚଳ ସ୍ୱାଭାବିକ ଅଛି । ଅଗ୍ନିକାଣ୍ଡ ଯୋଗୁଁ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

ଅଧିକ ପଢନ୍ତୁ ଓଡିଶା ଖବର 

Sponsored By!

Related Articles :