ବନବିଭାଗ ଚଢାଉ : 40ଟି ଶୁଆ ଶାବକ ଜବତ
·2 years ago

ଅର୍ଗସ ବ୍ୟୁରୋ : ଶୁଆ ଶାବକ ଜବତ । ଲାଠିକଟା ଅଞ୍ଚଳର ତାହିର ଅନ୍ସାରୀ ନିଜ ଘରେ 40ଟି ଶୁଆ ଶାବକ ରଖିଥିବା ଖବର ପାଇ ବନବିଭାଗ ଚଢାଉ କରିଥିଲା । ତେବେ ହାଟରୁ 50 ରୁ 60 ଟଙ୍କାରେ କିଣି 3000 ରୁ 3500 ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। କଟକ, ଭୁବନେଶ୍ବର, ଛତିଶଗଡ ଓ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଇଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: