ପୂବର୍ତନ ବିଧାୟକ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ
·2 years ago

କାକଟପୁର : କାକଟପୁରର ପୂବର୍ତନ ବିଧାୟକ ତଥା ବିଭିନ୍ନ ବିଭାଗରେ ଥିବା ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ଆଜି ସକାଳୁ ଦେହାନ୍ତ ହୋଇଛି ବୋଲି ସୂଚନା ଦେଲେ ପୁଅ ସ୍ୱାଧୀନ କୁମାର ନାୟକ। ଶୁକ୍ରବାର ସକାଳ ୬ଘଟିକା ସମୟରେ ଭୁବନେଶ୍ୱର ବାସଭବନରେ ୯୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
ଅଧିକ ପଢନ୍ତୁ ଓଡିଶା ଖବର
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ରେ ୧୭ମେ ୧୯୩୭ମସିହା ଜନ୍ମଗ୍ରହଣ କରିଥିବା ବେଳେ ପ୍ରଥମେ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ଏହା ପରେ ବିଭିନ୍ନ ବିଭାଗ ଶିକ୍ଷା, କୃଷି, ରାଜ୍ଵଶ, ଅବକାରୀ, ପଞ୍ଚାୟତିରାଜ ଓ ଉପବାଚସ୍ପତି ପଦବୀ ରେ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: