Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗତକାଲି ସନ୍ଧ୍ୟା ଧୂପଠୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ

Swayangprajna Mishra
Browse all articles by Swayangprajna Mishra
·1 year ago
ଗତକାଲି ସନ୍ଧ୍ୟା ଧୂପଠୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ

ଅର୍ଗସ ବ୍ୟୁରୋ : ଉପବାସରେ ମହାପ୍ରଭୁ ଲିଙ୍ଗରାଜ । ମହାପ୍ରଭୁ ଲିଙ୍ଗରାଜଙ୍କୁ ପଇତା ରୋପଣ କିଏ କରିବେ । ଏହାକୁ ନେଇ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ଦେଖାଦେଇଛି ବିବାଦ । ଯାହାକୁ ନେଇ ଗତକାଲି ସନ୍ଧ୍ୟା ଧୂପଠୁ ଉପବାସରେ ଅଛନ୍ତି ଲିଙ୍ଗରାଜ ।

ଅଧିକ ପଢନ୍ତୁ : ସେବାୟତ ଓ ପ୍ରଶାସନର ବିବାଦ ଯୋଗୁଁ ମହାପ୍ରଭୁଙ୍କ ନୀତି ବନ୍ଦ , ଚାଲିଛି ଆଲୋଚନା

ମନ୍ଦିର ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ । ଯାହାକୁ ନେଇ ସେବା ପ୍ରତିନିଧି ସଙ୍ଘଠକ ନୀଳମଣି ମିଶ୍ରଙ୍କ ସମେତ ଅନେକ ସଦସ୍ୟ ଧାରଣା ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From Yesterday evening Lord Lingaraj fasted | Argus News