Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୦ଫୁଟ ତଳକୁ ଖସିଲା କାର୍, ୪ ଗୁରୁତର

Odisha

୩୦ଫୁଟ ତଳକୁ ଖସିଲା କାର୍, ୪ ଗୁରୁତର

Jitendra Dash
Browse all articles by Jitendra Dash
·2 years ago
୩୦ଫୁଟ ତଳକୁ ଖସିଲା କାର୍, ୪ ଗୁରୁତର

ଅର୍ଗସ ବ୍ୟୁରୋ : ମହେନ୍ଦ୍ରଗିରି ଶୈବ ପୀଠରେ ସଡ଼କ ଦୁର୍ଘଟଣାରେ । ଅଳ୍ପକେ ବର୍ତ୍ତିଛନ୍ତି ଚାରି ବନ୍ଧୁ । ରାସ୍ତାରୁ ୩୦ ଫୁଟ ତଳକୁ ଖସି ପଡିଲା କାର । ସଡ଼କ ଦୁର୍ଘଟଣା ଶିକାର ହୋଇଥିବା ଲୋକେ ବ୍ରହ୍ମପୁର ବୋଲି ଜଣାପଡ଼ିଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମହେନ୍ଦ୍ରଗିରି ପର୍ବତ ମାଳାର ଦିନକୁ ଦିନ ଶହ ଶହ ଭକ୍ତ ସମାଗମ ବଢିବା ଲାଗିଛି । ଆଜି ମଧ୍ୟ ବ୍ରହ୍ମପୁରରୁ ଚାରି ସାଙ୍ଗ ମିଶି ମହେନ୍ଦ୍ରଗିରି ପର୍ବତ ମାଳାର ବୁଲିବାକୁ ଯାଇ ଫେରିବା ସମୟରେ ସଡ଼କ ଦୁର୍ଘଟଣାର ଶୀକାର ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
gajapati road accident | Argus News