Drowning Incident / ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ିଗଲେ ୪ ଛାତ୍ର
·1 hour ago·2 min read

Key Points
ନଦୀରେ ବୁଡ଼ିଗଲେ ୪ ଜଣ ଛାତ୍ର । ଗଣେଶ ପୂଜା ପରେ ବୁଧବାର ପ୍ରତିମାକୁ ବିସର୍ଜନ ବେଳେ ଅଘଟଣ ଘଟିଛି । ଗଣେଶଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଯାଇଛନ୍ତି ୪ ଜଣ ଛାତ୍ର ।
ହିଞ୍ଜିଳିକାଟୁ (ଗଞ୍ଜାମ): ବିଘ୍ନ ବିନାଶକଙ୍କୁ ବିସର୍ଜନ ବେଳେ ଅଘଟଣ । ନଦୀରେ ବୁଡ଼ିଗଲେ ୪ ଜଣ ଛାତ୍ର । ଗଣେଶ ପୂଜା ପରେ ବୁଧବାର ପ୍ରତିମାକୁ ବିସର୍ଜନ ବେଳେ ଅଘଟଣ ଘଟିଛି । ଗଣେଶଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଯାଇଛନ୍ତି ୪ ଜଣ ଛାତ୍ର ।
ଏଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଘୋଡ଼ା ନଦୀରେ । ସୂଚନା ଅନୁସାରେ, ଗାୟତ୍ରୀ ନଗର ପ୍ରଥମ ଲେନ୍ରେ ଗଣେଶଙ୍କ ପୂଜା କରାଯାଇଥିଲା । ବୁଧବାର ସକାଳୁ ସକାଳୁ ଛାତ୍ରଛାତ୍ରୀ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ସ୍ଥାନୀୟ ଘୋଡ଼ାନଦୀକୁ ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ଭସାଣି ବେଳେ ସଂଘବଦ୍ଧ ଆକ୍ରମଣ; ଚାଲିଗଲା ଦୋକାନୀଙ୍କ ଜୀବନ
ନଦୀରେ ପାଣିର ପ୍ରଖର ସ୍ରୋତ ରହିଥିବା ବେଳେ ୪ ଜଣ ଛାତ୍ର ହଠାତ୍ ବୁଡ଼ି ଯାଇଥିଲେ । ନଦୀରୁ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ହେଲେ ପ୍ରୀତମ ସାହିଲ୍ (୧୪) ବର୍ଷ, ଆଦର୍ଶ ସାହୁ (୧୪) ବର୍ଷ । ଉଭୟ ପ୍ରୀତମ ଓ ଆଦର୍ଶ ସ୍ଥାନୀୟ ଗୀତା ମନ୍ଦିର ସାହିର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୪ ଜଣ ଛାତ୍ର ନଦୀରେ ଭାସିଯିବା ପରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଏହା ପୂର୍ବରୁ ୧୩ ତାରିଖ ଦିନ ଗଣେଶ ପୂଜା ଲାଗି ମୂର୍ତ୍ତି ଆଣିବାକୁ ଯିବାବେଳେ ଅଘଟଣ ଘଟିଥିଲା । ହିଞ୍ଜିଳିରୁ ଜାମୁନି ଅଭିମୁଖେ ଯିବାବେଳେ ଅଟୋ ଓଲଟି ପଡ଼ିଥିଲା । ଯେଉଁଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ରୁ ଅଧିକ ଆହତ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ପରସ୍ପର ଉପରକୁ ବୋମା ଫିଙ୍ଗିଲେ ଦୁଇ ଭାଇ; ବଡ଼ ଭାଇ ମୃତ, ସାନ ଗୁରୁତର
ସମସ୍ତଙ୍କୁ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ମୃତକ ହିଞ୍ଜିଳି ଅଞ୍ଚଳର ବାଦଲ ମୁନି (୨୧) ବୋଲି ଜଣାପଡ଼ିଥିଲା । ଯାହାକୁ ନେଇ ଗଣେଶ ପୂଜା ପୂର୍ବରୁ ହିଞ୍ଜିଳି ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଥିଲା । ଏବେ ପୁଣି ଥରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଯାଇ ୨ ଜଣ ଛାତ୍ରଙ୍କ ଜୀବନ ଯାଇଛି ।

Related Topics
Explore more stories