SRC Press Meet / ଗଞ୍ଜାମରେ ସୁଧୁରୁଛି ସ୍ଥିତି; ଆଜି ଆସିକାରେ ବିଦ୍ୟୁତ ସଂଯୋଗ, ନିଖୋଜଙ୍କୁ ଖୋଜାଚାଲିଛି
·45 mins ago·3 min read

Key Points
ବାତ୍ୟା ପରେ ଗଞ୍ଜାମରେ ବନ୍ୟା
ଧୀରେ ଧୀରେ ସୁଧୁରିଲାଣି ସ୍ଥିତି
୧୨ ଜଣ ନିଖୋଜଙ୍କ ଖୋଜା ଚାଲିଛି
ଖୁବଶୀଘ୍ର ହୋଇଯିବ ବିଦ୍ୟୁତ ସଂଯୋଗ
ଧୀରେ ଧୀରେ ସୁଧୁରିଲାଣି ସ୍ଥିତି
୧୨ ଜଣ ନିଖୋଜଙ୍କ ଖୋଜା ଚାଲିଛି
ଖୁବଶୀଘ୍ର ହୋଇଯିବ ବିଦ୍ୟୁତ ସଂଯୋଗ
ଗଞ୍ଜାମ: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଆସୁଛି ସୁଧାର । ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରେସ୍ମିଟ୍ ମାଧ୍ୟମରେ ସବିଶେଷ ସୂଚନା ଦେଇଛନ୍ତି । ଗଞ୍ଜାମ, ଗଜପତିର ୭ଟି ବ୍ଲକରେ ଭୀଷଣ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୫ ହଜାର ୬୨୨ ଲୋକ ଓ ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ଆଜି ଆସିକା ସହରରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଗଞ୍ଜାମରେ ୮୦ରୁ ୮୫% ବିଦ୍ୟୁତ୍ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି ।
ସେହିପରି ଗଞ୍ଜାମ ପାତ୍ରପୁରରେ ରେକର୍ଡ ଭାଙ୍ଗିଛି ବର୍ଷା । ପାତ୍ରପୁରରେ ୫୪୬ ମିମି ରେକର୍ଡ ବର୍ଷା ହୋଇଛି । ଗଞ୍ଜାମ, ଗଜପତିର ୭ଟି ବ୍ଲକରେ ଭୀଷଣ ବର୍ଷା ହୋଇଛି । ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ଗଜପତି ଜିଲ୍ଲାରେ ୩୪୦ଟି ରିଲିଫ୍ କ୍ୟାମ୍ପ୍ ସହ ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ ହୋଇଛନ୍ତି । ଗ୍ରାଉଣ୍ଡରେ ପୁନରୁଦ୍ଧାର କାର୍ଯ୍ୟ ଜୋର୍ଦାର୍ ଚାଲିଛି ।

- ବନ୍ୟାରେ ୪ ଜଣଙ୍କ ମୃତ୍ୟୁ
- ଭଞ୍ଜନଗରରେ ୧୨ ଜଣ ନିଖୋଜ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଗଞ୍ଜାମ ବନ୍ୟାରେ ଚାରିଆଡ଼େ ଧ୍ୱଂସର ଚିତ୍ର, ୫/୬ ଫୁଟ୍ ପାଣିରେ ବୁଡ଼ିଲା ଗାଁ
- ଆସିକା ସହରରୁ ଆସିଲା ଦୁର୍ଦ୍ଦଶା ଚିତ୍ର