Ganjam Flood Death / ଋଷିକୂଲ୍ୟାର ତାଣ୍ଡବ; ବନ୍ୟା ପାଣି ଦେଖିବାକୁ ଯାଇ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ
·20 mins ago·2 min read

Key Points
ପ୍ରବଳ ବର୍ଷା ପରେ ଗଞ୍ଜାମରେ ଋଷିକୂଲ୍ୟାର ତାଣ୍ଡବ
ସୋରଡ଼ା ନୂଆଗଡ଼ ଗାଁରେ ୧୫ ଫୁଟ୍ର ବନ୍ୟାଜଳ
ବନ୍ୟା ପାଣିରେ ବୁଡ଼ି ବରାଡ଼ି ଗାଁର ଯୁବକ ମୃତ
ସୋରଡ଼ା ନୂଆଗଡ଼ ଗାଁରେ ୧୫ ଫୁଟ୍ର ବନ୍ୟାଜଳ
ବନ୍ୟା ପାଣିରେ ବୁଡ଼ି ବରାଡ଼ି ଗାଁର ଯୁବକ ମୃତ
ଗଞ୍ଜାମ: ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଋଷିକୂଲ୍ୟା ନଦୀର ତାଣ୍ଡବ । ପ୍ରଥମ ଜୀବନ ନେଲା ଗଞ୍ଜାମ ବନ୍ୟା । ସୋରଡ଼ା ବ୍ଲକ୍ରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି । ନୂଆଗଡ଼ ଗାଁରେ ୧୫ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବନ୍ୟା ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ମୃତଦେହ ଏକ ଗଛରେ ଲାଗିଥିବାବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏହାପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ପଢନ୍ତୁ ଏହି ଖବର: ରାସ୍ତା ଉପରେ ୮ ଫୁଟ୍ର ପାଣି; ବନ୍ୟାଜଳରେ ଉବୁଟୁବୁ ଆସିକା, ଘୋଡ଼ାହାଡ଼ ବ୍ରିଜ
- ବରାଡ଼ି ଗାଁର ଯୁବକ ମୃତ
- ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର
ପଢନ୍ତୁ ଏହି ଖବର: ରାସ୍ତା ଉପରେ ୮ ଫୁଟ୍ର ପାଣି; ବନ୍ୟାଜଳରେ ଉବୁଟୁବୁ ଆସିକା, ଘୋଡ଼ାହାଡ଼ ବ୍ରିଜ
- ଭଞ୍ଜନଗରରେ ଭୟାବହ ସ୍ଥିତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories