School Closed / ବନ୍ୟା ବିଭୀଷିକାରେ ବେହାଲ୍ ଶିକ୍ଷା ବ୍ୟବସ୍ଥା; ସୁଧୁରୁନି ସ୍କୁଲ୍-କଲେଜ୍ ସ୍ଥିତି
·1 hour ago·2 min read

Key Points
ଗଞ୍ଜାମରେ ବନ୍ୟା ବିଭୀଷିକାର ଦୟନୀୟ ସ୍ଥିତି
ପାଣି ଛାଡ଼ିଲାଣି, ତଥାପି ସୁଧୁରୁନି ସ୍ଥିତି
ଏଥିପାଇଁ ଦୀପାବଳି ପର୍ଯ୍ୟନ୍ତ ସ୍କୁଲ ଛୁଟି
ପାଣି ଛାଡ଼ିଲାଣି, ତଥାପି ସୁଧୁରୁନି ସ୍ଥିତି
ଏଥିପାଇଁ ଦୀପାବଳି ପର୍ଯ୍ୟନ୍ତ ସ୍କୁଲ ଛୁଟି
ଗଞ୍ଜାମ: ଜିଲ୍ଲାରେ ବନ୍ୟା ପ୍ରଳୟ ଭିତରେ ଭାଙ୍ଗିପଡ଼ିଛି ଶିକ୍ଷା ବ୍ୟବସ୍ଥା । ଜିଲ୍ଲାର ମୋଟ ୪୯୮ଟି ବିଦ୍ୟାଳୟର ସ୍ଥିତି ଅତି ସାଂଘାତିକ । ପ୍ରାଥମିକ ଆକଳନ ଅନୁଯାୟୀ, ୧୦୩୨ଟି ଶ୍ରେଣୀଗୃହ ଏବଂ ୨୧୫ଟି ବିଦ୍ୟାଳୟର ପାଚେରି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଛାଡ଼ିବାର ୧୦ ଦିନ ପରେ ବି ସ୍କୁଲଗୁଡ଼ିକ କାଦୁଅ ପଚପଚ । କେଉଁଠି ଫାଟିଯାଇଛି ଶ୍ରେଣୀଗୃହର କାନ୍ଥ ତ ଆଉ କେଉଁଠି ପାଣିରେ ଭାସିଯାଇଛି ମୂଲ୍ୟବାନ ରେକର୍ଡ, ବହିଖାତା ଓ ଆସବାବପତ୍ର । ଆସିକାରୁ ସୋରଡ଼ା, ଶେରଗଡ଼ରୁ ପୁରୁଷୋତ୍ତମପୁର, ସବୁଠି ସମାନ କରୁଣ ଚିତ୍ର । ବର୍ତ୍ତମାନ ସ୍ଥିତିକୁ ସୁଧାରିବା ପାଇଁ ଶିକ୍ଷକମାନେ ନିଜେ ସ୍କୁଲ ପରିସର ସଫା କରିବାରେ ଲାଗିପଡ଼ିଛନ୍ତି ।
ପଢନ୍ତୁ ଏହି ଖବର: ASO ପଦରେ ଭର୍ତ୍ତି ପାଇଁ ଆସିଲା ବିଜ୍ଞପ୍ତି; ଜାଣନ୍ତୁ ଆବେଦନର ସମସ୍ତ ତଥ୍ୟ
- ଦୀପାବଳି ଯାଏଁ ସ୍କୁଲ ଛୁଟି
- "ଖୁବଶୀଘ୍ର ସମସ୍ୟାର ସମାଧାନ"
ପଢନ୍ତୁ ଏହି ଖବର: ASO ପଦରେ ଭର୍ତ୍ତି ପାଇଁ ଆସିଲା ବିଜ୍ଞପ୍ତି; ଜାଣନ୍ତୁ ଆବେଦନର ସମସ୍ତ ତଥ୍ୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗଞ୍ଜାମରେ କେମିତି ହେଲା ବନ୍ୟା ?
Related Topics
Explore more stories