Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀ ଯାଇ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର

Jitendra Dash
Browse all articles by Jitendra Dash
·2 years ago
ଦିଲ୍ଲୀ ଯାଇ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର

ଅର୍ଗସ ବ୍ୟୁରୋ : ପୁଣି କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗଙ୍କ ପରିବାର । AICC ତରଫରୁ ସବୁଜ ସଙ୍କେତ ମିଳିବା ସହ ପିସିସି ସଭାପତିଙ୍କ ସହ ପୂର୍ବରୁ ଆଲୋଚନା ସରିଥିଲା । ଏବେ ବିଦ୍ଧିବଦ୍ଧ ଭାବେ ସେ ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ ତଥା ସମ୍ପୂର୍ଣ୍ଣ ଗମାଙ୍ଗ ପରିବାର ଏବେ କଂଗ୍ରେସକୁ ଫେରିଛନ୍ତି । ଦିଲ୍ଲୀ ଯାଇ କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ ପରିବାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Giridhar Gamang, the 80-year-old former Odisha chief minister who quit the Congress in 2015 | Argus News