Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ସହ ୪ ଯାତ୍ରୀ ଗିରଫ

Odisha

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ସହ ୪ ଯାତ୍ରୀ ଗିରଫ

Jitendra Dash
Browse all articles by Jitendra Dash
·2 years ago
ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ସହ ୪ ଯାତ୍ରୀ ଗିରଫ

ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ୩.୭୭ କେଜି ସୁନା ଜବତ । ଦୁବାଇରୁ ଭୁବନେଶ୍ୱର ଆସିବା ବେଳେ ଧରିଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନ ର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୁନା ନେଇ ଆସିଥିବା ୪ ଯାତ୍ରୀ ହେଲେ ଗିରଫ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Gold seized from Bhubaneswar airport | Argus News